or_tn/luk/11/45.md

12 lines
771 B
Markdown

# General Information:
ଯୀଶୁ ଜଣେ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞଙ୍କୁ ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି I
# one of the teachers of the law
ଏହା କାହାଣୀ ମଧ୍ୟକୁ ଏକ ନୂତନ ଚରିତ୍ରର ପରିଚୟ ଦିଏ I(ଦେଖ:[[rc://*/ta/man/translate/writing-participants]])
# saying these things, you insult us too
ଫାରୂଶୀମାନଙ୍କ ସମ୍ପର୍କରେ ଯୀଶୁଙ୍କ ମନ୍ତବ୍ୟଗୁଡିକ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ମନେ ହୁଏ I