or_tn/luk/11/45.md

771 B

General Information:

ଯୀଶୁ ଜଣେ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞଙ୍କୁ ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି I

one of the teachers of the law

ଏହା କାହାଣୀ ମଧ୍ୟକୁ ଏକ ନୂତନ ଚରିତ୍ରର ପରିଚୟ ଦିଏ I(ଦେଖ:rc://*/ta/man/translate/writing-participants)

saying these things, you insult us too

ଫାରୂଶୀମାନଙ୍କ ସମ୍ପର୍କରେ ଯୀଶୁଙ୍କ ମନ୍ତବ୍ୟଗୁଡିକ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ମନେ ହୁଏ I