or_tn/luk/11/37.md

1.2 KiB

General Information:

ଜଣେ ଫାରୂଶୀଙ୍କ ଗୃହରେ ଭୋଜନ କରିବାକୁ ଯୀଶୁ ନିମନ୍ତ୍ରିତ ହୁଅନ୍ତି I

Now when he had finished speaking

ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଲେଖକ ଏହି ଶବ୍ଦଗୁଡିକ ବ୍ୟବହାର କରନ୍ତି I (ଦେଖ: rc://*/ta/man/translate/writing-newevent)

reclined at table

ଏପରି ଏକ ଆରାମଦାୟକ ଭୋଜନ ପାଇଁ ମେଜର ଚାରିପଟେ ଆରାମରେ ଶାୟିତ ଅବସ୍ଥାରେ ରହି ଭୋଜନ କରିବା ପୁରୁଷମାନଙ୍କର ବିଧି ଥିଲା I ଭୋଜନ କରିବା ବେଳେ ଲୋକମାନଙ୍କ ଶରୀର କିପରି ଥାଏ ତହିଁ ନିମନ୍ତେ ତୁମ ଭାଷାରେ ଥିବା ଶବ୍ଦକୁ ହୁଏତ ତୁମେ ଏଠାରେ ଅନୁବାଦ ନିମନ୍ତେ ବ୍ୟବହାର କରିପାର I ବିକଳ୍ପ ଅନୁବାଦ: “ମେଜ ନିକଟରେ ବସିଲେ” (ଦେଖ: rc://*/ta/man/translate/figs-explicit)