or_tn/luk/11/37.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଜଣେ ଫାରୂଶୀଙ୍କ ଗୃହରେ ଭୋଜନ କରିବାକୁ ଯୀଶୁ ନିମନ୍ତ୍ରିତ ହୁଅନ୍ତି I
# Now when he had finished speaking
ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଲେଖକ ଏହି ଶବ୍ଦଗୁଡିକ ବ୍ୟବହାର କରନ୍ତି I (ଦେଖ: [[rc://*/ta/man/translate/writing-newevent]])
# reclined at table
ଏପରି ଏକ ଆରାମଦାୟକ ଭୋଜନ ପାଇଁ ମେଜର ଚାରିପଟେ ଆରାମରେ ଶାୟିତ ଅବସ୍ଥାରେ ରହି ଭୋଜନ କରିବା ପୁରୁଷମାନଙ୍କର ବିଧି ଥିଲା I ଭୋଜନ କରିବା ବେଳେ ଲୋକମାନଙ୍କ ଶରୀର କିପରି ଥାଏ ତହିଁ ନିମନ୍ତେ ତୁମ ଭାଷାରେ ଥିବା ଶବ୍ଦକୁ ହୁଏତ ତୁମେ ଏଠାରେ ଅନୁବାଦ ନିମନ୍ତେ ବ୍ୟବହାର କରିପାର I ବିକଳ୍ପ ଅନୁବାଦ: “ମେଜ ନିକଟରେ ବସିଲେ” (ଦେଖ: [[rc://*/ta/man/translate/figs-explicit]])