or_tn/luk/11/33.md

1.6 KiB

General Information:

33-36 ପଦଗୁଡିକ ରୂପକ ଅଟେ ଯେଉଁଠାରେ ଯୀଶୁ ତାଙ୍କ ଶିକ୍ଷାକୁ “ଜ୍ୟୋତିଃ” ଭାବରେ ଉପସ୍ଥାପିତ କରନ୍ତି ଯାହାକୁ ତାଙ୍କ ଶିଷ୍ୟମାନେ ପାଳନ କରନ୍ତୁ ଏବଂ ଅନ୍ୟମାନଙ୍କ ନିକଟରେ ଅଂଶୀ କରନ୍ତୁ ବୋଲି ସେ ଚାହାନ୍ତି I ଯେଉଁ ଲୋକମାନେ ତାଙ୍କ ଶିକ୍ଷାକୁ ଜାଣନ୍ତି ନାହିଁ ବା ଗ୍ରହଣ କରନ୍ତି ନାହିଁ ସେମାନେ “ଅନ୍ଧକାରରେ” ଥିବା ସଦୃଶ୍ୟ I” (ଦେଖ: rc://*/ta/man/translate/figs-metaphor)

Connecting Statement:

ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ସମାପ୍ତ କଲେ

puts it in a hidden place or under a basket

ଏହାକୁ ଗୁପ୍ତ କରିଥାଏ ବା ଗୋଟିଏ ଟୋକେଇ ଭିତରେ ରଖେ

but on the lampstand

ବୁଝି ହୋଇଥିବାଏହି ଖଣ୍ଡବାକ୍ୟରେ ଥିବା ପ୍ରସଙ୍ଗ ଓ କ୍ରିୟାପଦକୁ ହୁଏତ ଯୋଗାଇ ହେବ I ବିକଳ୍ପ ଅନୁବାଦ: “କିନ୍ତୁ ଜଣେ ଲୋକ ଏହାକୁ ଦୀପରୁଖା ଉପରେ ରଖେ” ବା “କିନ୍ତୁ ଜଣେ ବ୍ୟକ୍ତି ଏହାକୁ ମେଜ ଉପରେ ରଖେ” (ଦେଖ: rc://*/ta/man/translate/figs-ellipsis)