or_tn/luk/11/33.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
33-36 ପଦଗୁଡିକ ରୂପକ ଅଟେ ଯେଉଁଠାରେ ଯୀଶୁ ତାଙ୍କ ଶିକ୍ଷାକୁ “ଜ୍ୟୋତିଃ” ଭାବରେ ଉପସ୍ଥାପିତ କରନ୍ତି ଯାହାକୁ ତାଙ୍କ ଶିଷ୍ୟମାନେ ପାଳନ କରନ୍ତୁ ଏବଂ ଅନ୍ୟମାନଙ୍କ ନିକଟରେ ଅଂଶୀ କରନ୍ତୁ ବୋଲି ସେ ଚାହାନ୍ତି I ଯେଉଁ ଲୋକମାନେ ତାଙ୍କ ଶିକ୍ଷାକୁ ଜାଣନ୍ତି ନାହିଁ ବା ଗ୍ରହଣ କରନ୍ତି ନାହିଁ ସେମାନେ “ଅନ୍ଧକାରରେ” ଥିବା ସଦୃଶ୍ୟ I” (ଦେଖ: [[rc://*/ta/man/translate/figs-metaphor]])
# Connecting Statement:
ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ସମାପ୍ତ କଲେ
# puts it in a hidden place or under a basket
ଏହାକୁ ଗୁପ୍ତ କରିଥାଏ ବା ଗୋଟିଏ ଟୋକେଇ ଭିତରେ ରଖେ
# but on the lampstand
ବୁଝି ହୋଇଥିବାଏହି ଖଣ୍ଡବାକ୍ୟରେ ଥିବା ପ୍ରସଙ୍ଗ ଓ କ୍ରିୟାପଦକୁ ହୁଏତ ଯୋଗାଇ ହେବ I ବିକଳ୍ପ ଅନୁବାଦ: “କିନ୍ତୁ ଜଣେ ଲୋକ ଏହାକୁ ଦୀପରୁଖା ଉପରେ ରଖେ” ବା “କିନ୍ତୁ ଜଣେ ବ୍ୟକ୍ତି ଏହାକୁ ମେଜ ଉପରେ ରଖେ” (ଦେଖ: [[rc://*/ta/man/translate/figs-ellipsis]])