or_tn/luk/11/32.md

1.5 KiB

The men of Nineveh

ଏହା ହୁଏତ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବା ସହାୟକ ହେବ ଯେ ଏହା ପ୍ରାଚୀନ ନୀନିବୀ ନଗରକୁ ସୂଚାଏ I ବିକଳ୍ପ ଅନୁବାଦ: “ପ୍ରାଚୀନ ନଗରୀ ନୀନିବୀରେ ବାସ କରୁଥିବା ଲୋକମାନେ”(ଦେଖ: rc://*/ta/man/translate/figs-explicit)

The men

ତାହା ଉଭୟ ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକମାନଙ୍କୁ ଅନ୍ତର୍ଭୂକ୍ତ କରେ I ବିକଳ୍ପ ଅନୁବାଦ: “ଲୋକମାନେ” (ଦେଖ: rc://*/ta/man/translate/figs-gendernotations)

this generation

ବର୍ତ୍ତମାନ କାଳର ଲୋକମାନେ

for they repented

କାରଣ ନୀନିବୀର ଲୋକମାନେ ମନ ପରିବର୍ତ୍ତନ କରିଥିଲେ

someone greater than Jonah is here

ଯୀଶୁ ଆପଣା ବିଷୟରେ କହୁଛନ୍ତି I ଏହା ସ୍ପଷ୍ଟ ଉଲ୍ଲେଖ କରିବା ହୁଏତ ସହାୟକ ହେବ ଯେ ସେମାନେ ତାଙ୍କ କଥା ଶୁଣି ନାହାନ୍ତି I ବିକଳ୍ପ ଅନୁବାଦ: “ଯଦିଓ ମୁଁ ଯୂନସଙ୍କଠାରୁ ମହାନ୍ ଅଟେ, ତଥାପି ତୁମ୍ଭେମାନେ ମନ ପରିବର୍ତ୍ତନ କରି ନାହଁ” (ଦେଖ: rc://*/ta/man/translate/figs-explicit)