# The men of Nineveh ଏହା ହୁଏତ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବା ସହାୟକ ହେବ ଯେ ଏହା ପ୍ରାଚୀନ ନୀନିବୀ ନଗରକୁ ସୂଚାଏ I ବିକଳ୍ପ ଅନୁବାଦ: “ପ୍ରାଚୀନ ନଗରୀ ନୀନିବୀରେ ବାସ କରୁଥିବା ଲୋକମାନେ”(ଦେଖ: [[rc://*/ta/man/translate/figs-explicit]]) # The men ତାହା ଉଭୟ ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକମାନଙ୍କୁ ଅନ୍ତର୍ଭୂକ୍ତ କରେ I ବିକଳ୍ପ ଅନୁବାଦ: “ଲୋକମାନେ” (ଦେଖ: [[rc://*/ta/man/translate/figs-gendernotations]]) # this generation ବର୍ତ୍ତମାନ କାଳର ଲୋକମାନେ # for they repented କାରଣ ନୀନିବୀର ଲୋକମାନେ ମନ ପରିବର୍ତ୍ତନ କରିଥିଲେ # someone greater than Jonah is here ଯୀଶୁ ଆପଣା ବିଷୟରେ କହୁଛନ୍ତି I ଏହା ସ୍ପଷ୍ଟ ଉଲ୍ଲେଖ କରିବା ହୁଏତ ସହାୟକ ହେବ ଯେ ସେମାନେ ତାଙ୍କ କଥା ଶୁଣି ନାହାନ୍ତି I ବିକଳ୍ପ ଅନୁବାଦ: “ଯଦିଓ ମୁଁ ଯୂନସଙ୍କଠାରୁ ମହାନ୍ ଅଟେ, ତଥାପି ତୁମ୍ଭେମାନେ ମନ ପରିବର୍ତ୍ତନ କରି ନାହଁ” (ଦେଖ: [[rc://*/ta/man/translate/figs-explicit]])