or_tn/luk/11/29.md

2.1 KiB

Connecting Statement:

ଯୀଶୁ ଜନସମୂହକୁ ଶିକ୍ଷା ଦେବା ଜାରିରଖନ୍ତି

As the crowds were increasing

ଯେତେବେଳେ ଅଧିକ ଲୋକମାନେ ଭିଡ ସହିତ ଯୋଗ ଦେଉଥିଲେ ବା “ଯେତେବେଳେ ଭିଡ ବଢ଼ିବାକୁ ଲାଗିଲା”

This generation is an evil generation. It seeks ... to it

ଏଠାରେ “ପୁରୁଷ” ଶବ୍ଦ ତତ୍କାଳୀନ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ସମୟରେ ବାସ କରୁଥିବା ଲୋକମାନେ ମନ୍ଦ ଅଟନ୍ତି I ସେମାନେ ଅନ୍ୱେଷଣ କରନ୍ତି...ସେମାନଙ୍କୁ” ବା “ଏହି ସମୟରେ ବାସ କରୁଥିବା ଲୋକମାନେ ଯେ ତୁମ୍ଭେମାନେ, ତୁମ୍ଭେମାନେ ଦୁଷ୍ଟ ଅଟ I ତୁମ୍ଭେମାନେ ଅନ୍ୱେଷଣ କର... ତୁମ୍ଭମାନଙ୍କୁ”

It seeks a sign

ଏହା କିପ୍ରକାର ଚିହ୍ନ ଅନ୍ୱେଷଣ କରେ ସେସମ୍ପର୍କରେ ତଥ୍ୟକୁ ସ୍ପଷ୍ଟ କରି ହେବ I ବିକଳ୍ପ ଅନୁବାଦ: “ଏହା ଚାହେଁ ଯେ ମୁଁ ଯେପରି ଈଶ୍ୱରଙ୍କଠାରୁ ଆସିଥିବାର ପ୍ରମାଣ ସ୍ବରୂପ ଏକ ଆଶ୍ଚର୍ଯ୍ୟକର୍ମ ସାଧନ କରିବି” (ଦେଖ: rc://*/ta/man/translate/figs-explicit)

no sign will be given to it

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏହାକୁ ଏକ ଚିହ୍ନ ଦେବେ ନାହିଁ” (ଦେଖ: rc://*/ta/man/translate/figs-activepassive)

the sign of Jonah

ଯୂନସଙ୍କ ପ୍ରତି କଅଣ ଘଟିଲା ବା “ଈଶ୍ୱର ଯୂନସଙ୍କ ନିମନ୍ତେ ଯେଉଁ ଆଶ୍ଚର୍ଯ୍ୟକର୍ମ ସାଧନ କଲେ”