or_tn/luk/11/29.md

24 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଜନସମୂହକୁ ଶିକ୍ଷା ଦେବା ଜାରିରଖନ୍ତି
# As the crowds were increasing
ଯେତେବେଳେ ଅଧିକ ଲୋକମାନେ ଭିଡ ସହିତ ଯୋଗ ଦେଉଥିଲେ ବା “ଯେତେବେଳେ ଭିଡ ବଢ଼ିବାକୁ ଲାଗିଲା”
# This generation is an evil generation. It seeks ... to it
ଏଠାରେ “ପୁରୁଷ” ଶବ୍ଦ ତତ୍କାଳୀନ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ସମୟରେ ବାସ କରୁଥିବା ଲୋକମାନେ ମନ୍ଦ ଅଟନ୍ତି I ସେମାନେ ଅନ୍ୱେଷଣ କରନ୍ତି...ସେମାନଙ୍କୁ” ବା “ଏହି ସମୟରେ ବାସ କରୁଥିବା ଲୋକମାନେ ଯେ ତୁମ୍ଭେମାନେ, ତୁମ୍ଭେମାନେ ଦୁଷ୍ଟ ଅଟ I ତୁମ୍ଭେମାନେ ଅନ୍ୱେଷଣ କର... ତୁମ୍ଭମାନଙ୍କୁ”
# It seeks a sign
ଏହା କିପ୍ରକାର ଚିହ୍ନ ଅନ୍ୱେଷଣ କରେ ସେସମ୍ପର୍କରେ ତଥ୍ୟକୁ ସ୍ପଷ୍ଟ କରି ହେବ I ବିକଳ୍ପ ଅନୁବାଦ: “ଏହା ଚାହେଁ ଯେ ମୁଁ ଯେପରି ଈଶ୍ୱରଙ୍କଠାରୁ ଆସିଥିବାର ପ୍ରମାଣ ସ୍ବରୂପ ଏକ ଆଶ୍ଚର୍ଯ୍ୟକର୍ମ ସାଧନ କରିବି” (ଦେଖ: [[rc://*/ta/man/translate/figs-explicit]])
# no sign will be given to it
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏହାକୁ ଏକ ଚିହ୍ନ ଦେବେ ନାହିଁ” (ଦେଖ: [[rc://*/ta/man/translate/figs-activepassive]])
# the sign of Jonah
ଯୂନସଙ୍କ ପ୍ରତି କଅଣ ଘଟିଲା ବା “ଈଶ୍ୱର ଯୂନସଙ୍କ ନିମନ୍ତେ ଯେଉଁ ଆଶ୍ଚର୍ଯ୍ୟକର୍ମ ସାଧନ କଲେ”