or_tn/luk/11/23.md

1.8 KiB

The one who is not with me is against me, and the one who does not gather with me scatters

ଏହା ଯେକୌଣସି ବ୍ୟକ୍ତିକୁ ବା ଦଳର ଲୋକମାନଙ୍କୁ ସୂଚାଏ I “ଯେ ମୋହର ସହିତରେ ନୁହେଁ ସେ ମୋ’ର ବିରୁଦ୍ଧରେ ଅଟେ, ଓ ଯେ ମୋ’ ସହିତ ସଂଗ୍ରହ କରେନାହିଁ ସେ ଛିନ୍ନଭିନ୍ନ କରେ” ବା “ଯେଉଁମାନେ ମୋ’ ସହିତରେ ନାହାନ୍ତି, ସେମାନେ ମୋ’ ବିପକ୍ଷ ଅଟନ୍ତି, ଏବଂ ଯେଉଁମାନେ ମୋ’ ସହିତ ସଂଗ୍ରହ କରନ୍ତି ନାହିଁ ସେମାନେ ଛିନ୍ନଭିନ୍ନ କରନ୍ତି”

The one who is not with me

ଯେ ମୋତେ ସମର୍ଥନ କରେ ନାହିଁ ବା “ଯେ ମୋ’ ସହିତ କାର୍ଯ୍ୟ କରେ ନାହିଁ”

is against me

ମୋ’ ବିରୁଦ୍ଧରେ କାର୍ଯ୍ୟ କରେ

the one who does not gather with me scatters

ଏହା ଯୀଶୁ ତାଙ୍କର ଅନୁଗମନ କରୁଥିବା ଶିଷ୍ୟମାନଙ୍କୁ ସଂଗ୍ରହ କରିବା ବିଷୟରେ ସୂଚାଏ I ଏହାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେ କେହି ଲୋକମାନଙ୍କୁ ମୋ’ ନିକଟକୁ ଆସିବା ପାଇଁ ଓ ମୋର ଅନୁଗମନ କରିବା ପାଇଁ କାର୍ଯ୍ୟ କରେ ନାହିଁ ସେମାନଙ୍କୁ ସେ ମୋ’ଠାରୁ ଦୂରେଇ ଯିବାର କାର୍ଯ୍ୟ କରିଥାଏ” (ଦେଖ: rc://*/ta/man/translate/figs-explicit)