# The one who is not with me is against me, and the one who does not gather with me scatters ଏହା ଯେକୌଣସି ବ୍ୟକ୍ତିକୁ ବା ଦଳର ଲୋକମାନଙ୍କୁ ସୂଚାଏ I “ଯେ ମୋହର ସହିତରେ ନୁହେଁ ସେ ମୋ’ର ବିରୁଦ୍ଧରେ ଅଟେ, ଓ ଯେ ମୋ’ ସହିତ ସଂଗ୍ରହ କରେନାହିଁ ସେ ଛିନ୍ନଭିନ୍ନ କରେ” ବା “ଯେଉଁମାନେ ମୋ’ ସହିତରେ ନାହାନ୍ତି, ସେମାନେ ମୋ’ ବିପକ୍ଷ ଅଟନ୍ତି, ଏବଂ ଯେଉଁମାନେ ମୋ’ ସହିତ ସଂଗ୍ରହ କରନ୍ତି ନାହିଁ ସେମାନେ ଛିନ୍ନଭିନ୍ନ କରନ୍ତି” # The one who is not with me ଯେ ମୋତେ ସମର୍ଥନ କରେ ନାହିଁ ବା “ଯେ ମୋ’ ସହିତ କାର୍ଯ୍ୟ କରେ ନାହିଁ” # is against me ମୋ’ ବିରୁଦ୍ଧରେ କାର୍ଯ୍ୟ କରେ # the one who does not gather with me scatters ଏହା ଯୀଶୁ ତାଙ୍କର ଅନୁଗମନ କରୁଥିବା ଶିଷ୍ୟମାନଙ୍କୁ ସଂଗ୍ରହ କରିବା ବିଷୟରେ ସୂଚାଏ I ଏହାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେ କେହି ଲୋକମାନଙ୍କୁ ମୋ’ ନିକଟକୁ ଆସିବା ପାଇଁ ଓ ମୋର ଅନୁଗମନ କରିବା ପାଇଁ କାର୍ଯ୍ୟ କରେ ନାହିଁ ସେମାନଙ୍କୁ ସେ ମୋ’ଠାରୁ ଦୂରେଇ ଯିବାର କାର୍ଯ୍ୟ କରିଥାଏ” (ଦେଖ: [[rc://*/ta/man/translate/figs-explicit]])