or_tn/luk/11/17.md

1.5 KiB

Every kingdom divided against itself is made desolate

ଏଠାରେ ରାଜ୍ୟ ତହିଁରେ ଥିବା ଲୋକମାନଙ୍କୁ ବୁଝାଏ I ଏହାକୁ ମଧ୍ୟ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯଦି ଗୋଟିଏ ରାଜ୍ୟର ଲୋକମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି, ସେମାନେ ସେମାନଙ୍କ ରାଜ୍ୟକୁ ଧ୍ୱଂସ କରିବେ” (ଦେଖ: rc://*/ta/man/translate/figs-metonymy)

a house divided against itself falls

ଏଠାରେ “ଗୃହ” ଏକ ପରିବାରକୁ ସୂଚାଏ I ବିକଳ୍ପ ଅନୁବାଦ: “ଯଦି ପରିବାରର ସଭ୍ୟମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି, ସେମାନେ ସେମାନଙ୍କ ପରିବାରକୁ ଧ୍ୱଂସ କରିବେ” (ଦେଖ: rc://*/ta/man/translate/figs-activepassive)

falls

ଚୁରମାର ହୁଏ ଓ ଧ୍ୱଂସ ହୋଇଯାଏ I ଯେତେବେଳେ ପରିବାରର ସଦସ୍ୟମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି ସେତେବେଳେ ସେହି ପରିବାର ଧ୍ୱଂସ ହୋଇଯାଏ ଏହି ବିଷୟକୁ ଗୃହ ଚୁରମାର ହୋଇଯିବା ଚିତ୍ର ବୁଝାଇଥାଏ I (ଦେଖ: rc://*/ta/man/translate/figs-metonymy)