or_tn/luk/11/17.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Every kingdom divided against itself is made desolate
ଏଠାରେ ରାଜ୍ୟ ତହିଁରେ ଥିବା ଲୋକମାନଙ୍କୁ ବୁଝାଏ I ଏହାକୁ ମଧ୍ୟ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯଦି ଗୋଟିଏ ରାଜ୍ୟର ଲୋକମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି, ସେମାନେ ସେମାନଙ୍କ ରାଜ୍ୟକୁ ଧ୍ୱଂସ କରିବେ” (ଦେଖ: [[rc://*/ta/man/translate/figs-metonymy]])
# a house divided against itself falls
ଏଠାରେ “ଗୃହ” ଏକ ପରିବାରକୁ ସୂଚାଏ I ବିକଳ୍ପ ଅନୁବାଦ: “ଯଦି ପରିବାରର ସଭ୍ୟମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି, ସେମାନେ ସେମାନଙ୍କ ପରିବାରକୁ ଧ୍ୱଂସ କରିବେ” (ଦେଖ: [[rc://*/ta/man/translate/figs-activepassive]])
# falls
ଚୁରମାର ହୁଏ ଓ ଧ୍ୱଂସ ହୋଇଯାଏ I ଯେତେବେଳେ ପରିବାରର ସଦସ୍ୟମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି ସେତେବେଳେ ସେହି ପରିବାର ଧ୍ୱଂସ ହୋଇଯାଏ ଏହି ବିଷୟକୁ ଗୃହ ଚୁରମାର ହୋଇଯିବା ଚିତ୍ର ବୁଝାଇଥାଏ I (ଦେଖ: [[rc://*/ta/man/translate/figs-metonymy]])