or_tn/luk/11/06.md

1.2 KiB

Connecting Statement:

ଯୀଶୁ ଏକ ପ୍ରଶ୍ନ ପଚାରି ସମାପ୍ତ କରନ୍ତି ଯାହା 5 ପଦରେ ଆରମ୍ଭ ହୁଏ I

since a friend ... to set before him'?

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ପଚାରନ୍ତି I ମନେ କର ତୁମର ବନ୍ଧୁମାନଙ୍କ ମଧ୍ୟରୁ ଜଣେ... ତାଙ୍କ ସମ୍ମୁଖରେ ପରିବେଷଣ କରିବା ପାଇଁ ,,,” (ଦେଖ: rc://*/ta/man/translate/figs-rquestion)

just came to me from the road

ଏହା ସୂଚାଏ ଯେ ସେହି ପରିଦର୍ଶକ ତାଙ୍କ ଗୃହକୁ ବହୁଦୂରରୁ ଆସିଛନ୍ତି I ବିକଳ୍ପ ଅନୁବାଦ: “ସେ ଯାତ୍ରା କରିଛନ୍ତି ଏବଂ ଏହିକ୍ଷଣି ମୋ’ ଗୃହକୁ ଆସିଲେ” (ଦେଖ: rc://*/ta/man/translate/figs-explicit)

anything to set before him

ତାଙ୍କୁ ଦେବା ପାଇଁ କୌଣସି ଖାଦ୍ୟ ପ୍ରସ୍ତୁତ ନାହିଁ