or_tn/luk/11/06.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଏକ ପ୍ରଶ୍ନ ପଚାରି ସମାପ୍ତ କରନ୍ତି ଯାହା 5 ପଦରେ ଆରମ୍ଭ ହୁଏ I
# since a friend ... to set before him'?
ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ପଚାରନ୍ତି I ମନେ କର ତୁମର ବନ୍ଧୁମାନଙ୍କ ମଧ୍ୟରୁ ଜଣେ... ତାଙ୍କ ସମ୍ମୁଖରେ ପରିବେଷଣ କରିବା ପାଇଁ ,,,” (ଦେଖ: [[rc://*/ta/man/translate/figs-rquestion]])
# just came to me from the road
ଏହା ସୂଚାଏ ଯେ ସେହି ପରିଦର୍ଶକ ତାଙ୍କ ଗୃହକୁ ବହୁଦୂରରୁ ଆସିଛନ୍ତି I ବିକଳ୍ପ ଅନୁବାଦ: “ସେ ଯାତ୍ରା କରିଛନ୍ତି ଏବଂ ଏହିକ୍ଷଣି ମୋ’ ଗୃହକୁ ଆସିଲେ” (ଦେଖ: [[rc://*/ta/man/translate/figs-explicit]])
# anything to set before him
ତାଙ୍କୁ ଦେବା ପାଇଁ କୌଣସି ଖାଦ୍ୟ ପ୍ରସ୍ତୁତ ନାହିଁ