or_tn/luk/10/40.md

1016 B

was distracted

ବହୁତ ବ୍ୟସ୍ତ ବା “ଅତ୍ୟଧିକ ବ୍ୟସ୍ତ”

do you not care ... me to serve alone?

ମାର୍ଥା ଅଭିଯୋଗ କରୁଛନ୍ତି ଯେ ପ୍ରଭୁ ମରିୟମକୁ ବସି ତାଙ୍କ କଥା ଶୁଣିବା ପାଇଁ ଅନୁମତି ଦେଉଛନ୍ତି ଯେତେବେଳେ ଅନେକଗୁଡିଏ କାର୍ଯ୍ୟ କରିବାକୁ ବାକି ରହିଛି I ସେ ପ୍ରଭୁଙ୍କୁ ସମ୍ମାନ ଦିଅନ୍ତି, ତେଣୁ ସେ ନିଜର ଅଭିଯୋଗକୁ ଅଧିକ ଶିଷ୍ଟ କରିବା ନିମନ୍ତେ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏପରି ମନେ ହୁଏ ଯେ ଆପଣ ମନଯୋଗ କରୁନାହାନ୍ତି ...ଏକାକୀ I” (ଦେଖ: rc://*/ta/man/translate/figs-rquestion)