or_tn/luk/10/40.md

8 lines
1016 B
Markdown
Raw Permalink Normal View History

2020-11-19 00:15:53 +00:00
# was distracted
ବହୁତ ବ୍ୟସ୍ତ ବା “ଅତ୍ୟଧିକ ବ୍ୟସ୍ତ”
# do you not care ... me to serve alone?
ମାର୍ଥା ଅଭିଯୋଗ କରୁଛନ୍ତି ଯେ ପ୍ରଭୁ ମରିୟମକୁ ବସି ତାଙ୍କ କଥା ଶୁଣିବା ପାଇଁ ଅନୁମତି ଦେଉଛନ୍ତି ଯେତେବେଳେ ଅନେକଗୁଡିଏ କାର୍ଯ୍ୟ କରିବାକୁ ବାକି ରହିଛି I ସେ ପ୍ରଭୁଙ୍କୁ ସମ୍ମାନ ଦିଅନ୍ତି, ତେଣୁ ସେ ନିଜର ଅଭିଯୋଗକୁ ଅଧିକ ଶିଷ୍ଟ କରିବା ନିମନ୍ତେ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏପରି ମନେ ହୁଏ ଯେ ଆପଣ ମନଯୋଗ କରୁନାହାନ୍ତି ...ଏକାକୀ I” (ଦେଖ: [[rc://*/ta/man/translate/figs-rquestion]])