8 lines
821 B
Markdown
8 lines
821 B
Markdown
# who also sat at the feet of Jesus
|
|
|
|
ସେହି ସମୟରେ ଶିଖୁଥିବା ଜଣେ ବ୍ୟକ୍ତି ନିମନ୍ତେ ଏହା ଏକ ସାଧାରଣ ଏବଂ ସମ୍ମାନପୂର୍ଣ୍ଣ ସ୍ଥାନ ଥିଲା I ବିକଳ୍ପ ଅନୁବାଦ: “ଯୀଶୁଙ୍କ ପାଖରେ ତଳେ ବସିଲା” (ଦେଖ: [[rc://*/ta/man/translate/figs-explicit]])
|
|
|
|
# listened to his word
|
|
|
|
ଏହା ମାର୍ଥାଙ୍କ ଗୃହରେ ଥିବାବେଳେ ଯୀଶୁ ଶିକ୍ଷା ଦେଇଥିବା ପ୍ରତ୍ୟେକ ବିଷୟକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶିକ୍ଷାକୁ ଶୁଣିଲା” (ଦେଖ: [[rc://*/ta/man/translate/figs-metonymy]])
|