or_tn/luk/10/39.md

821 B

who also sat at the feet of Jesus

ସେହି ସମୟରେ ଶିଖୁଥିବା ଜଣେ ବ୍ୟକ୍ତି ନିମନ୍ତେ ଏହା ଏକ ସାଧାରଣ ଏବଂ ସମ୍ମାନପୂର୍ଣ୍ଣ ସ୍ଥାନ ଥିଲା I ବିକଳ୍ପ ଅନୁବାଦ: “ଯୀଶୁଙ୍କ ପାଖରେ ତଳେ ବସିଲା” (ଦେଖ: rc://*/ta/man/translate/figs-explicit)

listened to his word

ଏହା ମାର୍ଥାଙ୍କ ଗୃହରେ ଥିବାବେଳେ ଯୀଶୁ ଶିକ୍ଷା ଦେଇଥିବା ପ୍ରତ୍ୟେକ ବିଷୟକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶିକ୍ଷାକୁ ଶୁଣିଲା” (ଦେଖ: rc://*/ta/man/translate/figs-metonymy)