12 lines
829 B
Markdown
12 lines
829 B
Markdown
# two denarii
|
|
|
|
ଦୁଇ ଦିନର ମଜୁରି I “ଦିନାରିଅସ୍”ର ବହୁବଚନ “ଦିନାରୀ” ଅଟେ I ”(ଦେଖ: [[rc://*/ta/man/translate/translate-bmoney]])
|
|
|
|
# the host
|
|
|
|
ପାନ୍ଥଶାଳାର ମାଲିକ ବା “ପାନ୍ଥଶାଳାର ଯତ୍ନତତ୍ତ୍ଵ ନେଉଥିବା ବ୍ୟକ୍ତି”
|
|
|
|
# whatever more you might spend, when I return, I will repay you
|
|
|
|
ଏହାକୁ ପୂନଃଶୃଙ୍ଖଳିତ କରିହେବ I ବିକଳ୍ପ ଅନୁବାଦ: “ମୁଁ ଯେତେବେଳେ ଫେରିବି, ଏହାଠାରୁ ଅଧିକ ଯାହା କିଛି ପରିମାଣର ଅର୍ଥ ତୁମେ ଆବଶ୍ୟକ କରିବ ମୁଁ ତାହା ପରିଶୋଧ କରିବି”
|