or_tn/luk/10/35.md

829 B

two denarii

ଦୁଇ ଦିନର ମଜୁରି I “ଦିନାରିଅସ୍”ର ବହୁବଚନ “ଦିନାରୀ” ଅଟେ I ”(ଦେଖ: rc://*/ta/man/translate/translate-bmoney)

the host

ପାନ୍ଥଶାଳାର ମାଲିକ ବା “ପାନ୍ଥଶାଳାର ଯତ୍ନତତ୍ତ୍ଵ ନେଉଥିବା ବ୍ୟକ୍ତି”

whatever more you might spend, when I return, I will repay you

ଏହାକୁ ପୂନଃଶୃଙ୍ଖଳିତ କରିହେବ I ବିକଳ୍ପ ଅନୁବାଦ: “ମୁଁ ଯେତେବେଳେ ଫେରିବି, ଏହାଠାରୁ ଅଧିକ ଯାହା କିଛି ପରିମାଣର ଅର୍ଥ ତୁମେ ଆବଶ୍ୟକ କରିବ ମୁଁ ତାହା ପରିଶୋଧ କରିବି”