or_tn/luk/10/33.md

1.0 KiB

But a certain Samaritan

ଏହା କାହାଣୀରେ ଏକ ନୂତନ ବ୍ୟକ୍ତିକୁ ତା’ର ନାମ ଉଲ୍ଲେଖ ନ କରି ପରିଚିତ କରେ I ଆମ୍ଭେମାନେ କେବଳ ଏତିକି ଜାଣୁ ଯେ ସେହି ଲୋକ ଜଣେ ଶମିରୋଣୀୟ ଥିଲା I (ଦେଖ: rc://*/ta/man/translate/writing-participants)

a certain Samaritan

ଯିହୂଦୀମାନେ ଶମିରୋଣୀୟମାନଙ୍କୁ ଘୃଣା କରୁଥିଲେ ଓ ଗ୍ରହଣ କରି ନେଇଥିବେ ଯେ ସେ ସେହି କ୍ଷତାକ୍ତ ଯିହୂଦୀଲୋକକୁ ସାହାଯ୍ୟ କରିବ ନାହିଁ I (ଦେଖ: rc://*/ta/man/translate/figs-explicit)

When he saw him

ଯେତେବେଳେ ଶମିରୋଣୀୟ ଲୋକ ସେହି କ୍ଷତାକ୍ତ ବ୍ୟକ୍ତିକୁ ଦେଖିଲା

he was moved with compassion

ସେ ତା’ ନିମନ୍ତେ ଦୁଃଖ ଅନୁଭବ କଲା