or_tn/luk/10/33.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# But a certain Samaritan
ଏହା କାହାଣୀରେ ଏକ ନୂତନ ବ୍ୟକ୍ତିକୁ ତା’ର ନାମ ଉଲ୍ଲେଖ ନ କରି ପରିଚିତ କରେ I ଆମ୍ଭେମାନେ କେବଳ ଏତିକି ଜାଣୁ ଯେ ସେହି ଲୋକ ଜଣେ ଶମିରୋଣୀୟ ଥିଲା I (ଦେଖ: [[rc://*/ta/man/translate/writing-participants]])
# a certain Samaritan
ଯିହୂଦୀମାନେ ଶମିରୋଣୀୟମାନଙ୍କୁ ଘୃଣା କରୁଥିଲେ ଓ ଗ୍ରହଣ କରି ନେଇଥିବେ ଯେ ସେ ସେହି କ୍ଷତାକ୍ତ ଯିହୂଦୀଲୋକକୁ ସାହାଯ୍ୟ କରିବ ନାହିଁ I (ଦେଖ: [[rc://*/ta/man/translate/figs-explicit]])
# When he saw him
ଯେତେବେଳେ ଶମିରୋଣୀୟ ଲୋକ ସେହି କ୍ଷତାକ୍ତ ବ୍ୟକ୍ତିକୁ ଦେଖିଲା
# he was moved with compassion
ସେ ତା’ ନିମନ୍ତେ ଦୁଃଖ ଅନୁଭବ କଲା