or_tn/luk/10/25.md

820 B

Connecting Statement:

ଯୀଶୁଙ୍କୁ ପରୀକ୍ଷା କରିବାକୁ ଇଚ୍ଛା କରୁଥିବା ଜଣେ ଯିହୂଦୀୟ ବ୍ୟବସ୍ଥା ବିଶାରଦଙ୍କୁ ଯୀଶୁ ଏକ କାହାଣୀ ସହିତ ଉତ୍ତର ଦେଲେ I (ଦେଖ: rc://*/ta/man/translate/figs-parables)

Now see, a certain expert in the Jewish law

ଏହା ଆମ୍ଭମାନଙ୍କୁ କାହାଣୀରେ ଗୋଟିଏ ନୂତନ ଘଟଣା ଏବଂ ଜଣେ ନୂତନ ବ୍ୟକ୍ତି ପ୍ରତି ସତର୍କ କରେ I (ଦେଖ: rc://*/ta/man/translate/writing-newevent)

test him

ଯୀଶୁଙ୍କୁ ଆହ୍ୱାନ କରିବା

to inherit

ଯେପରି ଈଶ୍ୱର ମୋତେ ଦେବେ