or_tn/luk/10/25.md

16 lines
820 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁଙ୍କୁ ପରୀକ୍ଷା କରିବାକୁ ଇଚ୍ଛା କରୁଥିବା ଜଣେ ଯିହୂଦୀୟ ବ୍ୟବସ୍ଥା ବିଶାରଦଙ୍କୁ ଯୀଶୁ ଏକ କାହାଣୀ ସହିତ ଉତ୍ତର ଦେଲେ I (ଦେଖ: [[rc://*/ta/man/translate/figs-parables]])
# Now see, a certain expert in the Jewish law
ଏହା ଆମ୍ଭମାନଙ୍କୁ କାହାଣୀରେ ଗୋଟିଏ ନୂତନ ଘଟଣା ଏବଂ ଜଣେ ନୂତନ ବ୍ୟକ୍ତି ପ୍ରତି ସତର୍କ କରେ I (ଦେଖ: [[rc://*/ta/man/translate/writing-newevent]])
# test him
ଯୀଶୁଙ୍କୁ ଆହ୍ୱାନ କରିବା
# to inherit
ଯେପରି ଈଶ୍ୱର ମୋତେ ଦେବେ