or_tn/luk/10/21.md

3.2 KiB

Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: rc://*/ta/man/translate/guidelines-sonofgodprinciples)

Lord of heaven and earth

ସ୍ୱର୍ଗ ଓ “ପୃଥିବୀ” ସ୍ଥିତିରେ ଥିବା ସମସ୍ତ ବିଷୟଗୁଡ଼ିକୁ ପ୍ରତିନିଧିତ୍ଵ କରେ I ବିକଳ୍ପ ଅନୁବାଦ: “ସ୍ୱର୍ଗ ଓ ପୃଥିବୀର ଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ବିଷୟର ପ୍ରଭୁ” (ଦେଖ: rc://*/ta/man/translate/figs-merism)

these things

ଶିଷ୍ୟମାନଙ୍କ ଅଧିକାର ସମ୍ପର୍କରେ ଯୀଶୁଙ୍କ ପୂର୍ବବର୍ତ୍ତୀ ଶିକ୍ଷାକୁ ଏହା ସୂଚାଇଥାଏ I “ଏହି ବିଷୟଗୁଡିକ” ବୋଲି ସରଳ ଭାବରେ କହିବା ସର୍ବୋତ୍ତମ ହେବ ଏବଂ ପାଠକ ହିଁ ଏହାର ଅର୍ଥ କ’ଣ ନିଷ୍ପତ୍ତି କରୁ I

the wise and understanding

“ଜ୍ଞାନୀ” ଓ ବୁଦ୍ଧିମାନ” ଶବ୍ଦଗୁଡିକ ନାମବାଚକ ବିଶେଷଣ ଅଟେ ଯାହା ଏହିସବୁ ଗୁଣସମ୍ପନ୍ନ ଲୋକମାନଙ୍କୁ ସୂଚାଇଥାଏ I କାରଣ ଈଶ୍ୱର ସେମାନଙ୍କଠାରୁ ସତ୍ୟକୁ ଗୁପ୍ତ କରି ରଖିଥିଲେ, ଏହି ଲୋକମାନେ ପ୍ରକୃତରେ ଜ୍ଞାନୀ ଓ ବୁଦ୍ଧିମାନ ନୁହଁନ୍ତି, ଯଦିଓ ସେମାନ ତାହା ଅଟନ୍ତି ବୋଲି ଭାବନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ନିଜକୁ ଜ୍ଞାନୀ ଓ ବୁଦ୍ଧିମାନ ବୋଲି ଭାବନ୍ତି ସେହି ଲୋକମାନଙ୍କଠାରୁ” (ଦେଖ: rc://*/ta/man/translate/figs-irony)

to little children

ଏହା ସେହି ଲୋକମାନଙ୍କୁ ସୂଚାଇଥାଏ ଯେଉଁମାନଙ୍କର ହୁଏତ ଅଧିକ ଶିକ୍ଷା ନାହିଁ, ମାତ୍ର ଯେଉଁମାନେ ଯୀଶୁଙ୍କ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଅଟନ୍ତି, ସାନ ପିଲାମାନେ ଯେପରି ଯାହାକୁ ବିଶ୍ୱାସ କରନ୍ତି ତାଙ୍କର କଥା ଶୁଣିଥାନ୍ତି ସେମାନେ ସେପ୍ରକାର ଲୋକ ଅଟନ୍ତି I ବିକଳ୍ପ ଅନୁବାଦ: “ଲୋକମାନେ ହୁଏତ ଅଳ୍ପ ଶିକ୍ଷାର ଅଧିକାରୀ, କିନ୍ତୁ ସାନ ପିଲାମାନେ ଯେପରି କରିଥାନ୍ତି ସେପରି ସେମାନେ ଈଶ୍ୱରଙ୍କ କଥା ଶୁଣନ୍ତି” (ଦେଖ: [[rc:///ta/man/translate/figs-nominaladj]] ଏବଂ [[rc:///ta/man/translate/figs-ellipsis]] )

for so it was well pleasing in your sight

କାରଣ ତୁମକୁ ଏହା କରିବା ନିମନ୍ତେ ସନ୍ତୋଷ ଦିଏ