or_tn/luk/10/19.md

2.0 KiB

authority to tread on serpents and scorpions

ସାପଗୁଡିକ ଉପରେ ଚାଲିବା ଓ ବିଛାଗୁଡିକୁ ପଦଦଳିତ କରିବା ଅଧିକାର I ସାମ୍ଭାବ୍ୟ ଅର୍ଥଗୁଡିକ 1) ମନ୍ଦ ଆତ୍ମାଗୁଡିକ ନିମନ୍ତେ ସାପଗୁଡିକ ଓ ବିଛାଗୁଡିକ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ମନ୍ଦ ଆତ୍ମାଗୁଡିକୁ ପରାଜିତ କରିବା ପାଇଁ ଅଧିକାର” ବା 2) ଏହା ପ୍ରକୃତ ସାପଗୁଡିକୁ ଓ ବିଛାଗୁଡିକୁ ସୂଚାଇଥାଏ I (ଦେଖ: rc://*/ta/man/translate/figs-metaphor)

to tread on serpents and scorpions

ଏହା ସୂଚାଏ ଯେ ସେମାନେ ତାହା କରିବେ ଏବଂ ଆଘାତ ପାଇବେ ନାହିଁ I ବିକଳ୍ପ ଅନୁବାଦ: “ସାପଗୁଡିକ ଓ ବିଛାଗୁଡିକ ଉପରେ ଚାଲିବ ଓ ସେମାନେ ତୁମ୍ଭମାନଙ୍କୁ ଆଘାତ କରିବେ ନାହିଁ” (ଦେଖ: rc://*/ta/man/translate/figs-ellipsis)

scorpions

ବିଛାଗୁଡିକ ଛୋଟ ଜନ୍ତୁ ଅଟନ୍ତି ଯାହାଙ୍କର ଦୁଇଟି ଲେଖାଏଁ ପଞ୍ଝା ଓ ସେମାନଙ୍କ ଲାଙ୍ଗୁଡରେ ଏକ ବିଷାକ୍ତ ନାହୁଡ ଥାଏ I

over all the power of the enemy

ମୁଁ ତୁମ୍ଭମାନଙ୍କୁ ଶତୃର ଶକ୍ତିକୁ ପଦଦଳିତ କରିବା ନିମନ୍ତେ ଅଧିକାର ଦେଇଅଛି ବା “ମୁଁ ତୁମ୍ଭମାନଙ୍କୁ ଶତୃକୁ ପରାଜିତ କରିବା ନିମନ୍ତେ ଅଧିକାର ଦେଇଅଛି I” ଶୟତାନ ହିଁ ଶତୃ ଅଟେ I (ଦେଖ: [[rc:///ta/man/translate/figs-ellipsis]] ଓ [[rc:///ta/man/translate/figs-explicit]] )