# authority to tread on serpents and scorpions ସାପଗୁଡିକ ଉପରେ ଚାଲିବା ଓ ବିଛାଗୁଡିକୁ ପଦଦଳିତ କରିବା ଅଧିକାର I ସାମ୍ଭାବ୍ୟ ଅର୍ଥଗୁଡିକ 1) ମନ୍ଦ ଆତ୍ମାଗୁଡିକ ନିମନ୍ତେ ସାପଗୁଡିକ ଓ ବିଛାଗୁଡିକ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ମନ୍ଦ ଆତ୍ମାଗୁଡିକୁ ପରାଜିତ କରିବା ପାଇଁ ଅଧିକାର” ବା 2) ଏହା ପ୍ରକୃତ ସାପଗୁଡିକୁ ଓ ବିଛାଗୁଡିକୁ ସୂଚାଇଥାଏ I (ଦେଖ: [[rc://*/ta/man/translate/figs-metaphor]]) # to tread on serpents and scorpions ଏହା ସୂଚାଏ ଯେ ସେମାନେ ତାହା କରିବେ ଏବଂ ଆଘାତ ପାଇବେ ନାହିଁ I ବିକଳ୍ପ ଅନୁବାଦ: “ସାପଗୁଡିକ ଓ ବିଛାଗୁଡିକ ଉପରେ ଚାଲିବ ଓ ସେମାନେ ତୁମ୍ଭମାନଙ୍କୁ ଆଘାତ କରିବେ ନାହିଁ” (ଦେଖ: [[rc://*/ta/man/translate/figs-ellipsis]]) # scorpions ବିଛାଗୁଡିକ ଛୋଟ ଜନ୍ତୁ ଅଟନ୍ତି ଯାହାଙ୍କର ଦୁଇଟି ଲେଖାଏଁ ପଞ୍ଝା ଓ ସେମାନଙ୍କ ଲାଙ୍ଗୁଡରେ ଏକ ବିଷାକ୍ତ ନାହୁଡ ଥାଏ I # over all the power of the enemy ମୁଁ ତୁମ୍ଭମାନଙ୍କୁ ଶତୃର ଶକ୍ତିକୁ ପଦଦଳିତ କରିବା ନିମନ୍ତେ ଅଧିକାର ଦେଇଅଛି ବା “ମୁଁ ତୁମ୍ଭମାନଙ୍କୁ ଶତୃକୁ ପରାଜିତ କରିବା ନିମନ୍ତେ ଅଧିକାର ଦେଇଅଛି I” ଶୟତାନ ହିଁ ଶତୃ ଅଟେ I (ଦେଖ: [[rc://*/ta/man/translate/figs-ellipsis]] ଓ [[rc://*/ta/man/translate/figs-explicit]] )