or_tn/luk/10/15.md

1.6 KiB

you, Capernaum

ଯୀଶୁ ବର୍ତ୍ତମାନ କଫର୍ନାହୂମ ନଗରର ଲୋକମାନଙ୍କୁ କହନ୍ତି ସତେ ଯେପରି ସେମାନେ ତାଙ୍କ କଥା ଶୁଣୁଛନ୍ତି, କିନ୍ତୁ ସେମାନେ ଶୁଣୁ ନ ଥିଲେ I (ଦେଖ: [[rc:///ta/man/translate/figs-apostrophe]] ଏବଂ [[rc:///ta/man/translate/figs-metonymy]])

you will not be exalted to heaven, will you?

କଫର୍ନାହୂମ ନଗରର ଲୋକମାନଙ୍କୁ ସେମାନଙ୍କ ଗର୍ବ ହେତୁ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ଭାବରେ ସ୍ୱର୍ଗକୁ ଯିବ ନାହିଁ !” ବା “ଈଶ୍ୱର ତୁମ୍ଭମାନଙ୍କୁ ସମ୍ମାନିତ କରିବେ ନାହିଁ !” (ଦେଖ: [[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-activepassive]] )

exalted to heaven

ଏହି ଅଭିବ୍ୟକ୍ତିର ଅର୍ଥ “ଅତିଶୟ ଉନ୍ନତ I”

you will be brought down to Hades

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାତାଳକୁ ଯିବ” ବା “ଈଶ୍ୱର ତୁମ୍ଭମାନଙ୍କୁ ପାତାଳକୁ ପ୍ରେରଣ କରିବେ” (ଦେଖ: rc://*/ta/man/translate/figs-activepassive)