or_tn/luk/10/15.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# you, Capernaum
ଯୀଶୁ ବର୍ତ୍ତମାନ କଫର୍ନାହୂମ ନଗରର ଲୋକମାନଙ୍କୁ କହନ୍ତି ସତେ ଯେପରି ସେମାନେ ତାଙ୍କ କଥା ଶୁଣୁଛନ୍ତି, କିନ୍ତୁ ସେମାନେ ଶୁଣୁ ନ ଥିଲେ I (ଦେଖ: [[rc://*/ta/man/translate/figs-apostrophe]] ଏବଂ [[rc://*/ta/man/translate/figs-metonymy]])
# you will not be exalted to heaven, will you?
କଫର୍ନାହୂମ ନଗରର ଲୋକମାନଙ୍କୁ ସେମାନଙ୍କ ଗର୍ବ ହେତୁ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ଭାବରେ ସ୍ୱର୍ଗକୁ ଯିବ ନାହିଁ !” ବା “ଈଶ୍ୱର ତୁମ୍ଭମାନଙ୍କୁ ସମ୍ମାନିତ କରିବେ ନାହିଁ !” (ଦେଖ: [[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-activepassive]] )
# exalted to heaven
ଏହି ଅଭିବ୍ୟକ୍ତିର ଅର୍ଥ “ଅତିଶୟ ଉନ୍ନତ I”
# you will be brought down to Hades
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାତାଳକୁ ଯିବ” ବା “ଈଶ୍ୱର ତୁମ୍ଭମାନଙ୍କୁ ପାତାଳକୁ ପ୍ରେରଣ କରିବେ” (ଦେଖ: [[rc://*/ta/man/translate/figs-activepassive]])