or_tn/luk/10/13.md

16 lines
1.8 KiB
Markdown

# Woe to you, Chorazin! Woe to you, Bethsaida!
ଯୀଶୁ ଏପରି ଭାବରେ କହନ୍ତି, ସତେ ଯେପରି କୋରାଜୀନ୍ ଏବଂ ବେଥସାଇଦା ନଗରଗୁଡିକର ଲୋକମାନେ ସେଠାରେ ତାଙ୍କ କଥା ଶୁଣୁଛନ୍ତି, କିନ୍ତୁ ସେମାନେ ଶୁଣୁ ନ ଥିଲେ (ଦେଖ: [[rc://*/ta/man/translate/figs-apostrophe]] ଏବଂ [[rc://*/ta/man/translate/translate-names]] )
# For if the mighty works which were done in you had been done in Tyre and Sidon
ଯୀଶୁ ଏକ ପରିସ୍ଥିତିକୁ ବର୍ଣ୍ଣନା କରୁଛନ୍ତି ଯାହା ଅତୀତରେ ଘଟି ପାରିଥାନ୍ତା, କିନ୍ତୁ ଘଟି ନ ଥିଲା I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ଆଶ୍ଚର୍ଯ୍ୟକର୍ମମାନ ସାଧନ କଲି ତାହା ଯଦି କେହି ସୋର ଓ ସୀଦୋନର ଲୋକମାନଙ୍କ ନିମନ୍ତେ କରିଥାଆନ୍ତା” (ଦେଖ: [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-hypo]] )
# they would have repented long ago, sitting
ସେଠାରେ ବାସ କରିଥିବା ଦୁଷ୍ଟ ଲୋକମାନେ ହୁଏତ ବସିବା ଦ୍ୱାରା ପ୍ରକାଶ କରିଥାନ୍ତେ ଯେ ସେମାନଙ୍କ ପାପଗୁଡିକ ପାଇଁ ସେମାନେ ଦୁଃଖିତ ଅଟନ୍ତି (ଦେଖ: [[rc://*/ta/man/translate/figs-activepassive]])
# sitting in sackcloth and ashes
ଅଖା ପିନ୍ଧି ଓ ପାଉଁଶରେ ବସିବା ଦ୍ୱାରା