or_tn/luk/10/13.md

1.8 KiB

Woe to you, Chorazin! Woe to you, Bethsaida!

ଯୀଶୁ ଏପରି ଭାବରେ କହନ୍ତି, ସତେ ଯେପରି କୋରାଜୀନ୍ ଏବଂ ବେଥସାଇଦା ନଗରଗୁଡିକର ଲୋକମାନେ ସେଠାରେ ତାଙ୍କ କଥା ଶୁଣୁଛନ୍ତି, କିନ୍ତୁ ସେମାନେ ଶୁଣୁ ନ ଥିଲେ (ଦେଖ: [[rc:///ta/man/translate/figs-apostrophe]] ଏବଂ [[rc:///ta/man/translate/translate-names]] )

For if the mighty works which were done in you had been done in Tyre and Sidon

ଯୀଶୁ ଏକ ପରିସ୍ଥିତିକୁ ବର୍ଣ୍ଣନା କରୁଛନ୍ତି ଯାହା ଅତୀତରେ ଘଟି ପାରିଥାନ୍ତା, କିନ୍ତୁ ଘଟି ନ ଥିଲା I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ଆଶ୍ଚର୍ଯ୍ୟକର୍ମମାନ ସାଧନ କଲି ତାହା ଯଦି କେହି ସୋର ଓ ସୀଦୋନର ଲୋକମାନଙ୍କ ନିମନ୍ତେ କରିଥାଆନ୍ତା” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-hypo]] )

they would have repented long ago, sitting

ସେଠାରେ ବାସ କରିଥିବା ଦୁଷ୍ଟ ଲୋକମାନେ ହୁଏତ ବସିବା ଦ୍ୱାରା ପ୍ରକାଶ କରିଥାନ୍ତେ ଯେ ସେମାନଙ୍କ ପାପଗୁଡିକ ପାଇଁ ସେମାନେ ଦୁଃଖିତ ଅଟନ୍ତି (ଦେଖ: rc://*/ta/man/translate/figs-activepassive)

sitting in sackcloth and ashes

ଅଖା ପିନ୍ଧି ଓ ପାଉଁଶରେ ବସିବା ଦ୍ୱାରା