or_tn/luk/10/12.md

1.2 KiB

I say to you

ଯୀଶୁ ସେ ପ୍ରେରଣ କରୁଥିବା 70 ଲୋକମାନଙ୍କୁ ଏହା କହୁଛନ୍ତି I ସେ ଏହା ଦର୍ଶାଇବା ପାଇଁ କହିଲେ ଯେ ସେ କିଛି ଅତି ମହତ୍ତ୍ଵପୂର୍ଣ୍ଣ ବିଷୟ କହିବାକୁ ଯାଉଛନ୍ତି I

that day

ଶିଷ୍ୟମାନେ ହୁଏତ ବୁଝିପାରିଥିବେ ଯେ ଏହା ପାପୀମାନଙ୍କର ଚୁଡାନ୍ତ ବିଚାରର ସମୟକୁ ସୂଚାଏ I (ଦେଖ: rc://*/ta/man/translate/figs-explicit)

it will be more tolerable for Sodom than for that town

ଈଶ୍ୱର ସେହି ସହରକୁ ଯେଭଳି କଠୋର ଭାବରେ ବିଚାର କରିବେ ସେ ସେଭଳି କଠୋର ଭାବରେ ସଦୋମ ନଗରକୁ ବିଚାର କରିବେ ନାହିଁ I ବିକଳ୍ପ ଅନୁବାଦ: “ଈଶ୍ୱର ସଦୋମ ନଗରର ଲୋକମାନଙ୍କୁ ବିଚାର କରିବା ଅପେକ୍ଷା ସେହି ସହରକୁ ଅଧିକ କଠୋର ଭାବରେ ବିଚାର କରିବେ (ଦେଖ: rc://*/ta/man/translate/figs-metonymy)