# I say to you ଯୀଶୁ ସେ ପ୍ରେରଣ କରୁଥିବା 70 ଲୋକମାନଙ୍କୁ ଏହା କହୁଛନ୍ତି I ସେ ଏହା ଦର୍ଶାଇବା ପାଇଁ କହିଲେ ଯେ ସେ କିଛି ଅତି ମହତ୍ତ୍ଵପୂର୍ଣ୍ଣ ବିଷୟ କହିବାକୁ ଯାଉଛନ୍ତି I # that day ଶିଷ୍ୟମାନେ ହୁଏତ ବୁଝିପାରିଥିବେ ଯେ ଏହା ପାପୀମାନଙ୍କର ଚୁଡାନ୍ତ ବିଚାରର ସମୟକୁ ସୂଚାଏ I (ଦେଖ: [[rc://*/ta/man/translate/figs-explicit]]) # it will be more tolerable for Sodom than for that town ଈଶ୍ୱର ସେହି ସହରକୁ ଯେଭଳି କଠୋର ଭାବରେ ବିଚାର କରିବେ ସେ ସେଭଳି କଠୋର ଭାବରେ ସଦୋମ ନଗରକୁ ବିଚାର କରିବେ ନାହିଁ I ବିକଳ୍ପ ଅନୁବାଦ: “ଈଶ୍ୱର ସଦୋମ ନଗରର ଲୋକମାନଙ୍କୁ ବିଚାର କରିବା ଅପେକ୍ଷା ସେହି ସହରକୁ ଅଧିକ କଠୋର ଭାବରେ ବିଚାର କରିବେ (ଦେଖ: [[rc://*/ta/man/translate/figs-metonymy]])