or_tn/luk/09/54.md

729 B

when saw this

ଦେଖିଲେ ଯେ ଶମିରୋଣୀୟମାନେ ଯୀଶୁଙ୍କୁ ଗ୍ରହଣ କଲେ ନାହିଁ

us to command fire to come down from heaven and consume them

ବିଚାରର ଏହି ପଦ୍ଧତି ସମ୍ପର୍କରେ ଯାକୁବ ଓ ଯୋହନ ପ୍ରସ୍ତାବ ଦେଲେ କାରଣ ସେମାନେ ଜାଣିଥିଲେ ଯେ ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ସେତେବେଳେ ଏଲୀୟ ଭାବବାଦୀ ଏହିପରି ବିଚାର କରିଥିଲେ (ଦେଖ: rc://*/ta/man/translate/figs-explicit)