# when saw this ଦେଖିଲେ ଯେ ଶମିରୋଣୀୟମାନେ ଯୀଶୁଙ୍କୁ ଗ୍ରହଣ କଲେ ନାହିଁ # us to command fire to come down from heaven and consume them ବିଚାରର ଏହି ପଦ୍ଧତି ସମ୍ପର୍କରେ ଯାକୁବ ଓ ଯୋହନ ପ୍ରସ୍ତାବ ଦେଲେ କାରଣ ସେମାନେ ଜାଣିଥିଲେ ଯେ ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ସେତେବେଳେ ଏଲୀୟ ଭାବବାଦୀ ଏହିପରି ବିଚାର କରିଥିଲେ (ଦେଖ: [[rc://*/ta/man/translate/figs-explicit]])