or_tn/luk/09/53.md

641 B

they did not welcome him

ସେ ରହନ୍ତୁ ବୋଲି ଇଚ୍ଛା କରୁ ନ ଥିଲେ

because he had set his face to go to Jerusalem

ଶମିରୋଣୀୟମାନେ ଓ ଯିହୂଦୀମାନେ ପରସ୍ପରକୁ ଘୃଣା କରୁଥିଲେ I ତେଣୁ ଶମିରୋଣୀୟମାନେ ଯୀଶୁଙ୍କୁ ଯିହୂଦୀମାନଙ୍କ ରାଜଧାନୀ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ତାଙ୍କୁ ସାହାଯ୍ୟ କଲେ ନାହିଁ I (ଦେଖ: rc://*/ta/man/translate/figs-explicit)