# they did not welcome him ସେ ରହନ୍ତୁ ବୋଲି ଇଚ୍ଛା କରୁ ନ ଥିଲେ # because he had set his face to go to Jerusalem ଶମିରୋଣୀୟମାନେ ଓ ଯିହୂଦୀମାନେ ପରସ୍ପରକୁ ଘୃଣା କରୁଥିଲେ I ତେଣୁ ଶମିରୋଣୀୟମାନେ ଯୀଶୁଙ୍କୁ ଯିହୂଦୀମାନଙ୍କ ରାଜଧାନୀ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ତାଙ୍କୁ ସାହାଯ୍ୟ କଲେ ନାହିଁ I (ଦେଖ: [[rc://*/ta/man/translate/figs-explicit]])