or_tn/luk/09/41.md

20 lines
1.6 KiB
Markdown

# So Jesus answered and said
ଯୀଶୁ ଏହା କହି ଉତ୍ତର ଦେଲେ
# You unbelieving and depraved generation
ଯୀଶୁ ଏକତ୍ରିତ ହୋଇଥିବା ଲୋକସମୂହକୁ ଏହା କହିଲେ, ଏବଂ ଶିଷ୍ୟମାନଙ୍କୁ କହି ନ ଥିଲେ I
# depraved generation
ବିପଥଗାମୀ ବଂଶ
# how long must I be with you and put up with you?
ଏହି ସ୍ଥାନରେ “ତୁମ୍ଭମାନଙ୍କ” ପଦ ବହୁବଚନ ଅଟେ I ଲୋକମାନେ ବିଶ୍ୱାସ କଲେ ନାହିଁ, ସେଥିପାଇଁ ଯୀଶୁ ନିଜର ଦୁଃଖ ପ୍ରକାଶ କରିବା ପାଇଁ ଏହି ପ୍ରଶ୍ନଗୁଡିକ ପଚାରିଲେ I ସେଗୁଡିକୁ ଉକ୍ତି ଭାବରେ ଲେଖି- ହେବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ସହିତ ଏତେ କାଳ ରହି ଆସିଅଛି, ତଥାପି ତୁମ୍ଭେମାନେ ବିଶ୍ୱାସ କରୁନାହଁ I ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ମୁଁ ଆଉ କେତେ କାଳ ତୁମ୍ଭମାନଙ୍କୁ ସହିବି I” (ଦେଖ: [[rc://*/ta/man/translate/figs-you]])
# Bring your son here
ଏହି ସ୍ଥାନରେ “ତୁମର” ପଦ ଏକବଚନ ଅଟେ I ଯୀଶୁ ସିଧାସଳଖ ସେହି ପିତାକୁ କହୁଛନ୍ତି ଯିଏ ତାଙ୍କୁ ସମ୍ବୋଧନ କଲା I (ଦେଖ: [[rc://*/ta/man/translate/figs-you]])