# So Jesus answered and said ଯୀଶୁ ଏହା କହି ଉତ୍ତର ଦେଲେ # You unbelieving and depraved generation ଯୀଶୁ ଏକତ୍ରିତ ହୋଇଥିବା ଲୋକସମୂହକୁ ଏହା କହିଲେ, ଏବଂ ଶିଷ୍ୟମାନଙ୍କୁ କହି ନ ଥିଲେ I # depraved generation ବିପଥଗାମୀ ବଂଶ # how long must I be with you and put up with you? ଏହି ସ୍ଥାନରେ “ତୁମ୍ଭମାନଙ୍କ” ପଦ ବହୁବଚନ ଅଟେ I ଲୋକମାନେ ବିଶ୍ୱାସ କଲେ ନାହିଁ, ସେଥିପାଇଁ ଯୀଶୁ ନିଜର ଦୁଃଖ ପ୍ରକାଶ କରିବା ପାଇଁ ଏହି ପ୍ରଶ୍ନଗୁଡିକ ପଚାରିଲେ I ସେଗୁଡିକୁ ଉକ୍ତି ଭାବରେ ଲେଖି- ହେବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ସହିତ ଏତେ କାଳ ରହି ଆସିଅଛି, ତଥାପି ତୁମ୍ଭେମାନେ ବିଶ୍ୱାସ କରୁନାହଁ I ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ମୁଁ ଆଉ କେତେ କାଳ ତୁମ୍ଭମାନଙ୍କୁ ସହିବି I” (ଦେଖ: [[rc://*/ta/man/translate/figs-you]]) # Bring your son here ଏହି ସ୍ଥାନରେ “ତୁମର” ପଦ ଏକବଚନ ଅଟେ I ଯୀଶୁ ସିଧାସଳଖ ସେହି ପିତାକୁ କହୁଛନ୍ତି ଯିଏ ତାଙ୍କୁ ସମ୍ବୋଧନ କଲା I (ଦେଖ: [[rc://*/ta/man/translate/figs-you]])