or_tn/luk/09/34.md

926 B

But as he was saying this

ପିତର ଏହି ବିଷୟସବୁ କହୁଥିବା ସମୟରେ

they were afraid

ଏହି ବୟୋପ୍ରାପ୍ତ ଶିଷ୍ୟମାନେ ମେଘଗୁଡିକ ସକାଶେ ଭୟଭୀତ ହୋଇ ନ ଥିଲେ I ଏହି ବାକ୍ୟାଂଶ ସୂଚାଏ ଯେ ଏକ ପ୍ରକାର ଅସ୍ୱାଭାବିକ ଭୟ ସେମାନଙ୍କ ଉପରକୁ ମେଘ ସହିତ ଆସିଲା I ବିକଳ୍ପ ଅନୁବାଦ: ""ସେମାନେ ଭୟଭୀତ ହେଲେ” (ଦେଖ: rc://*/ta/man/translate/figs-explicit)

they entered into the cloud

ମେଘ ଯାହା କଲା ଏହାକୁ ସେପରି ଭାବ ଅନୁସାରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମେଘ ସେମାନଙ୍କୁ ଆଚ୍ଛାଦିତ କଲା”