or_tn/luk/09/34.md

12 lines
926 B
Markdown
Raw Permalink Normal View History

2020-11-19 00:15:53 +00:00
# But as he was saying this
ପିତର ଏହି ବିଷୟସବୁ କହୁଥିବା ସମୟରେ
# they were afraid
ଏହି ବୟୋପ୍ରାପ୍ତ ଶିଷ୍ୟମାନେ ମେଘଗୁଡିକ ସକାଶେ ଭୟଭୀତ ହୋଇ ନ ଥିଲେ I ଏହି ବାକ୍ୟାଂଶ ସୂଚାଏ ଯେ ଏକ ପ୍ରକାର ଅସ୍ୱାଭାବିକ ଭୟ ସେମାନଙ୍କ ଉପରକୁ ମେଘ ସହିତ ଆସିଲା I ବିକଳ୍ପ ଅନୁବାଦ: ""ସେମାନେ ଭୟଭୀତ ହେଲେ” (ଦେଖ: [[rc://*/ta/man/translate/figs-explicit]])
# they entered into the cloud
ମେଘ ଯାହା କଲା ଏହାକୁ ସେପରି ଭାବ ଅନୁସାରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମେଘ ସେମାନଙ୍କୁ ଆଚ୍ଛାଦିତ କଲା”