or_tn/luk/09/27.md

1.6 KiB

But I say to you truly

ଯୀଶୁ ପରବର୍ତ୍ତୀ ଯେଉଁ ବିଷୟ କହିବେ ତାହାକୁ ଗୁରୁତ୍ଵ ଦେବା ନିମନ୍ତେ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି I

there are some of those who are standing here who will not taste death

ଏଠାରେ ଠିଆ ହୋଇଥିବା ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଆସ୍ୱାଦନ କରିବେ ନାହିଁ

before they see

ସେ କ'ଣ କହିବାକୁ ଚାହୁଁଛନ୍ତି ସେ ବିଷୟରେ ଯୀଶୁ ଲୋକମାନଙ୍କୁ କହୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଦେଖିବା ପୂର୍ବରୁ” (ଦେଖ: rc://*/ta/man/translate/figs-123person)

will not taste death before they see the kingdom of God

“ଯେପର୍ଯ୍ୟନ୍ତ” ... ଚିନ୍ତାଧାରାକୁ ଆସ୍ତିସୂଚକ ଭାବରେ “ପୂର୍ବରୁ” ବୋଲି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତ୍ୟୁବରଣ କରିବା ପୂର୍ବରୁ ଈଶ୍ୱରଙ୍କ ରାଜ୍ୟ ଦେଖିବେ” ବା “ତୁମ୍ଭେମାନେ ମୃତ୍ୟୁବରଣ କରିବା ପୂର୍ବରୁ ଈଶ୍ୱରଙ୍କ ରାଜ୍ୟ ଦେଖିବ”

taste death

ଏହି ଋଢ଼ିର ଅର୍ଥ “ମରିବା”(ଦେଖ: rc://*/ta/man/translate/figs-idiom)