# But I say to you truly ଯୀଶୁ ପରବର୍ତ୍ତୀ ଯେଉଁ ବିଷୟ କହିବେ ତାହାକୁ ଗୁରୁତ୍ଵ ଦେବା ନିମନ୍ତେ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି I # there are some of those who are standing here who will not taste death ଏଠାରେ ଠିଆ ହୋଇଥିବା ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ଆସ୍ୱାଦନ କରିବେ ନାହିଁ # before they see ସେ କ'ଣ କହିବାକୁ ଚାହୁଁଛନ୍ତି ସେ ବିଷୟରେ ଯୀଶୁ ଲୋକମାନଙ୍କୁ କହୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଦେଖିବା ପୂର୍ବରୁ” (ଦେଖ: [[rc://*/ta/man/translate/figs-123person]]) # will not taste death before they see the kingdom of God “ଯେପର୍ଯ୍ୟନ୍ତ” ... ଚିନ୍ତାଧାରାକୁ ଆସ୍ତିସୂଚକ ଭାବରେ “ପୂର୍ବରୁ” ବୋଲି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତ୍ୟୁବରଣ କରିବା ପୂର୍ବରୁ ଈଶ୍ୱରଙ୍କ ରାଜ୍ୟ ଦେଖିବେ” ବା “ତୁମ୍ଭେମାନେ ମୃତ୍ୟୁବରଣ କରିବା ପୂର୍ବରୁ ଈଶ୍ୱରଙ୍କ ରାଜ୍ୟ ଦେଖିବ” # taste death ଏହି ଋଢ଼ିର ଅର୍ଥ “ମରିବା”(ଦେଖ: [[rc://*/ta/man/translate/figs-idiom]])