or_tn/luk/09/07.md

1.1 KiB

General Information:

ଏହି ପଦଗୁଡିକ ହେରୋଦଙ୍କ ସମ୍ପର୍କରେ ତଥ୍ୟ ଦେବାରେ ବାଧା ଦିଏ I

Now Herod

ଏହି ବାକ୍ୟାଂଶ ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନିତ କରେ I ଏହି ସ୍ଥାନରେ ଲୂକ ହେରୋଦଙ୍କ ସମ୍ପର୍କରେ ପୃଷ୍ଠଭୂମି ତଥ୍ୟ କହନ୍ତି I (ଦେଖ: rc://*/ta/man/translate/writing-background)

Herod the tetrarch

ଏହା ହେରୋଦ ଆନ୍ତିପାଙ୍କୁ ସୂଚାଏ, ଯିଏ ଇସ୍ରାଏଲର ଏକ-ଚତୁର୍ଥାଂଶର ଶାସକ ଥିଲେ I

he was perplexed

ବୁଝିବାରେ ଅସମର୍ଥ, ହତବୁଦ୍ଧି ହେଲେ

it was said by some

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କିଛି ଲୋକମାନେ କହିଲେ” (ଦେଖ: rc://*/ta/man/translate/figs-activepassive)