or_tn/luk/09/07.md

20 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦଗୁଡିକ ହେରୋଦଙ୍କ ସମ୍ପର୍କରେ ତଥ୍ୟ ଦେବାରେ ବାଧା ଦିଏ I
# Now Herod
ଏହି ବାକ୍ୟାଂଶ ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନିତ କରେ I ଏହି ସ୍ଥାନରେ ଲୂକ ହେରୋଦଙ୍କ ସମ୍ପର୍କରେ ପୃଷ୍ଠଭୂମି ତଥ୍ୟ କହନ୍ତି I (ଦେଖ: [[rc://*/ta/man/translate/writing-background]])
# Herod the tetrarch
ଏହା ହେରୋଦ ଆନ୍ତିପାଙ୍କୁ ସୂଚାଏ, ଯିଏ ଇସ୍ରାଏଲର ଏକ-ଚତୁର୍ଥାଂଶର ଶାସକ ଥିଲେ I
# he was perplexed
ବୁଝିବାରେ ଅସମର୍ଥ, ହତବୁଦ୍ଧି ହେଲେ
# it was said by some
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କିଛି ଲୋକମାନେ କହିଲେ” (ଦେଖ: [[rc://*/ta/man/translate/figs-activepassive]])