or_tn/luk/08/47.md

1.2 KiB

that she could not escape notice

ସେ ଯାହା କରିଥିଲା ତାକୁ ଗୁପ୍ତ କରି ରଖି ପାରିଲା ନାହିଁ I ସେ ଯାହା କଲା, ତାହା ବ୍ୟକ୍ତ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ସେ ଏହାକୁ ଗୁପ୍ତ ଭାବରେ ରଖିପାରିଲା ନାହିଁ ଯେ ସେ ହିଁ ଉକ୍ତ ବ୍ୟକ୍ତି ଯିଏ ଯୀଶୁଙ୍କୁ ସ୍ପର୍ଶ କରିଥିଲା” (ଦେଖ: rc://*/ta/man/translate/figs-ellipsis)

she came trembling

ସେ ଭୟରେ କମ୍ପିତ ହୋଇ ଆସିଲା

fell down before him

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯୀଶୁଙ୍କ ସମ୍ମୁଖରେ ନଇଁ ପଡିଲା” ବା 2) “ଯୀଶୁଙ୍କ ପାଦ ତଳେ ଭୂମିରେ ପଡିଗଲା I” ସେ ଆକସ୍ମିକ ଭାବରେ ପଡି ନ ଥିଲା I ଏହା ଯୀଶୁଙ୍କ ପ୍ରତି ନମ୍ରତା ଓ ସମ୍ମାନର ଏକ ଚିହ୍ନ ଥିଲା I

In the presence of all the people

ସମସ୍ତ ଲୋକଙ୍କ ସାକ୍ଷାତରେ