or_tn/luk/08/47.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# that she could not escape notice
ସେ ଯାହା କରିଥିଲା ତାକୁ ଗୁପ୍ତ କରି ରଖି ପାରିଲା ନାହିଁ I ସେ ଯାହା କଲା, ତାହା ବ୍ୟକ୍ତ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ସେ ଏହାକୁ ଗୁପ୍ତ ଭାବରେ ରଖିପାରିଲା ନାହିଁ ଯେ ସେ ହିଁ ଉକ୍ତ ବ୍ୟକ୍ତି ଯିଏ ଯୀଶୁଙ୍କୁ ସ୍ପର୍ଶ କରିଥିଲା” (ଦେଖ: [[rc://*/ta/man/translate/figs-ellipsis]])
# she came trembling
ସେ ଭୟରେ କମ୍ପିତ ହୋଇ ଆସିଲା
# fell down before him
ସାମ୍ଭାବ୍ୟ ଅର୍ଥଗୁଡିକ 1) “ଯୀଶୁଙ୍କ ସମ୍ମୁଖରେ ନଇଁ ପଡିଲା” ବା 2) “ଯୀଶୁଙ୍କ ପାଦ ତଳେ ଭୂମିରେ ପଡିଗଲା I” ସେ ଆକସ୍ମିକ ଭାବରେ ପଡି ନ ଥିଲା I ଏହା ଯୀଶୁଙ୍କ ପ୍ରତି ନମ୍ରତା ଓ ସମ୍ମାନର ଏକ ଚିହ୍ନ ଥିଲା I
# In the presence of all the people
ସମସ୍ତ ଲୋକଙ୍କ ସାକ୍ଷାତରେ