or_tn/luk/08/43.md

1.1 KiB

there was a woman

ଏହା କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: rc://*/ta/man/translate/writing-participants)

with a flow of blood

ତାହାର ରକ୍ତସ୍ରାବ ହେଉଥିଲା I ତାହାର ହୁଏତ ଗର୍ଭାଶୟଠାରୁ ରକ୍ତସ୍ରାବ ହେଉଥିଲା ଯଦିଓ ଏହିସକାଶେ ତାହା ସ୍ୱାଭାବିକ ସମୟ ନ ଥିଲା I କେତେକ ସଂସ୍କୃତିରେ ହୁଏତ ଏହି ସ୍ଥିତିକୁ ଉଲ୍ଲେଖ କରିବା ନିମନ୍ତେ ଏକ ଶିଷ୍ଟ ଉପାୟ ଥାଇପାରେ I (ଦେଖ: rc://*/ta/man/translate/figs-euphemism)

was not able to be healed by anyone

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କିନ୍ତୁ କେହି ତାକୁ ସୁସ୍ଥ କରି ପାରି ନ ଥିଲେ” (ଦେଖ: rc://*/ta/man/translate/figs-activepassive)